ରାଜଧାନୀକୁ ଜଳ ସଂକଟ : ଶୁଖିଲା ପଡ଼ିଛି କୁଆଖାଇ, ଦୟା

ଭୂତଳ ଜଳ ଟାଣୁଛନ୍ତି ଆପାର୍ଟମେଣ୍ଟ,ସଂରକ୍ଷଣ ପାଇଁ ଆକ୍ସନ୍‌ ପ୍ଲାନ୍‌ ହେଉ ଭୁବନେଶ୍ୱର: ରାଜଧାନୀ ଦୁଇ ପାର୍ଶ୍ଵରେ ଥିବା କୁଆଖାଇ ଓ ଦୟା ନଦୀ ଶୁଖିଲା ପଡ଼ିଛି। ପାଣି ନାହିଁ। ନଦୀର ଗୋଟିଏ ପାର୍ଶ୍ଵରେ ଗୋଟିଏ ଧାରର ଜଳସ୍ରୋତ। ଯୁଆଡ଼େ ଚାହିଁଲେ ଖାଲି ବାଲି। ସହରରେ ଥିବା ଜଳାଶୟ, ପୋଖରୀ କଥା ନ କହିବା ଭଲ। କେଉଁଠି ମାଟି ଫାଟି ଆଁ କରିଛି ତ କେଉଁଠି ଦଳ ଭର୍ତ୍ତି ହୋଇଗଲାଣି। କେନାଲରେ … Continue reading ରାଜଧାନୀକୁ ଜଳ ସଂକଟ : ଶୁଖିଲା ପଡ଼ିଛି କୁଆଖାଇ, ଦୟା